BJD

Portable Fibre House Introduced For The First Time In Odisha, Costs Only 2 Rs Lakhs | NandighoshaTV

#NandighoshaTV #Odisha #PortableFibreHouse ବିନା ବାଲିଗୁଡ଼ି ସିମେଣ୍ଟରେ ନିର୍ମାଣ ହୋଇଛି ଘର । ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଓଡ଼ିଶାରେ ପ୍ରଥମ ଥର ଫାଇବରରେ ତିଆରି ହୋଇଛି ଘର । କଟକ ସହର ଉପକଣ୍ଠ ତେଲେଙ୍ଗାପେଣ୍ଠରେ ଦେଖିବାକୁ ମିଳିଛି ଏଭଳି ଘର । ମାତ୍ର ୨ ଲକ୍ଷ ଟଙ୍କାରେ ଆପଣ…